ନୂଆପଡା ଜିଲ୍ଲା ଯାଦବ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ

ନୁଆପଡ଼ା,୨୬/୫: କରୋନା ମୁକାବିଲା ପାଇଁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ-୧୯ କୁ ଆର୍ଥିକ ସହାୟତା ପ୍ରଦାନ କରିଛି ନୂଆପଡା ଜିଲ୍ଲା ଯାଦବ ମହାସଭା । ଉତ୍କଳ ଯାଦବ ମହାସଭା ମହା ସଚିବ ଲମ୍ବୋଦର ନିଆଲ ଓ ଜିଲ୍ଲା ଯାଦବ ମହାସଭା ସଭାପତି ହରେରାମ କଠାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ମାଧ୍ୟ୍ୟମରେ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ୧ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୂଆପଡା ଜିଲ୍ଲା ଯାଦବ ମହାସଭା କାର୍ଯ୍ୟକାରି ସଭାପତି ଚଞ୍ଚଳ ଶଗରିଆଙ୍କ ସମେତ ଜୋହନ ରାଉତ, ଭରତ ନିଆଲ, ସନ୍ତୋଷ ନିଆଲ, ଯୋଗେନ୍ଦ୍ର ବାଗ, ମହେଶ ନିଆଲ, ଯୁଧିଷ୍ଟିର ସଗରିଆ, ସତ୍ୟବ୍ରତ ଗହିର, ତ୍ରିନାଥ ପୁଞ୍ଜି, ଦୟା ଥପା, ନିତ୍ୟାନନ୍ଦ କଣ୍ଟା, କୀର୍ତ୍ତନ ପୋଡ଼, ଜଗତ ରାମ ଛତ୍ରିଆ, ଗୋକୁଳ ଭୋଇ, ବାବୁଲାଲ ରାଉତ, ନେପାଲ ଖର୍ସେଲ, କୃଷ୍ଣ ଚନ୍ଦ୍ର ଖର୍ସେଲ, ଅକୃର ନିଆଲ, ଜ୍ୟୋତିର୍ଣ୍ଣ ବନଛୋର, କ୍ଷୀରସିନ୍ଧୁ ହଂସ, କୁନୁ କରୁଆଁ, ଘନଶ୍ୟାମ ଭୋଇ, ଗଜେନ୍ଦ୍ର ନିଆଲ, ରତନ କେତକୀ, ରାହୁଲ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts

Udyog Nursery
Udyogi Nursery

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.