ଟ୍ରେଡ୍ ୟୁନିୟନର ବନ୍ଦ ଡାକରା: କେବଳ ଲାଞ୍ଜିଗଡ ବନ୍ଦ, ଅନ୍ୟଠି ପ୍ରଭାବ ଶୂନ୍ୟ

ଲାଞ୍ଜିଗଡ: ଜିଏସଟି ର ସରଲିକରଣ, ଇ କମର୍ସ ବ୍ୟବସାୟୀଙ୍କ ବିସ୍ତାର ବାଦ ନୀତିକୁ ବିରୋଧ କରି ଆଜି ବ୍ୟବସାୟୀ ସଂଘ ସାରା ଦେଶରେ ବନ୍ଦ ଡାକରା ଦେଇଥିବା ବେଳେ ଲାଞ୍ଜିଗଡ ବ୍ଲକରେ ଲାଞ୍ଜିଗଡକୁ ବାଦଦେଇ ବିଶ୍ୱନାଥପୁର, ଲାଞ୍ଜିଗଡରୋଡ଼, ମୂଷାନାଳ, ବନ୍ଧପାରି ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ଦୋକାନ ବଜାର ଖୋଲା ଥିବା ବେଳେ ସାପ୍ତାହିକ ବଜାର ମଧ୍ୟ ବସିଥିବା ଦେଖିବାକୁ ମିଳିଛି।ବିଶ୍ୱନାଥପୁର ବ୍ୟବସାୟୀଙ୍କ କହିବା ଅନୁଯାୟୀ ପୂର୍ବରୁ ବଣିକ ସଂଘ ଥିଲା, କିନ୍ତୁ କିଛି ଅମାନିଆ ବ୍ୟବସାୟୀ ମାନେ ସଂଘର କୌଣସି ନିତି ନିୟମକୁ ମାନିଲେ ନାହିଁ ତେଣୁ ସଂଘ ଭାଙ୍ଗିଗଲା। ସେଥିପାଇଁ ଏହି ବନ୍ଦ ର ପ୍ରଭାବ ପଡିନି ବୋଲି ପ୍ରକାଶ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.