କେଗାଁ ବନ ବିଭାଗ ପକ୍ଷରୁ ଉଦେପୁର ଗ୍ରାମରେ ସୋଲାର ଲାଇଟ ବଣ୍ଟନ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେଗାଁ ବନ ବିଭାଗ ପକ୍ଷରୁ ଉଦେପୁର ଗ୍ରାମରେ ସୋଲାର ଲାଇଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତର ବନଖଣ୍ଡ ଡିଏଫଓ ନିତିଶ କୁମାର ଉପସ୍ଥିତ ରହି ୪୭ ଜଣ ଲୋକଙ୍କୁ ସୋଲାର ଲାଇଟ ବଣ୍ଟନ କରିଥିଲେ।

Omkar Vasthu
Omkar Vasthu


ଉକ୍ତ କାର୍ଯ୍ୟକ୍ରମରେ ରେଞ୍ଜର କେଶବ ମାଝୀ, ଫରେଷ୍ଟର ସିତାରାମ ଶବର, ମଧୁକର ପୁଟେଲ, ଫରେଷ୍ଟ ଗାର୍ଡ ପ୍ରଦୀପ୍ତ କୁମାର ପୁଝାରୀ, ମୃତୁଞ୍ଜୟ କବିର, ସୁନିତା ପୁଟେଲ, ଗୁନି ମହାରଣା, ବନ ସୁରକ୍ଷା ସମିତି ସଭାପତି ସୁବାଷ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉଦେପୁର ଗ୍ରାମଠାରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଦୁଇ କଡରେ ବୃକ୍ଷ ରୋପଣ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.