କେଗାଁ ବନବିଭାଗ ପକ୍ଷରୁ ପୁରୁଣାପାଣି ଓ ପେଣ୍ଡରାମାଲ ଗ୍ରାମରେ ସୋଲାର ଲାଇଟ ବଣ୍ଟନ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେଗାଁ ବନ ବିଭାଗ ପକ୍ଷରୁ ଗରଗାବ ବନଖଣ୍ଡର ପୁରୁଣାପାଣି ଓ ବୋର୍ଡା ବନଖଣ୍ଡର ପେଣ୍ଡରାମାଲ ଗ୍ରାମର ୫୮ ଜଣ ଲୋକଙ୍କୁ ସୋଲାର ଲାଇଟ ବଣ୍ଟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେଗାଁ ରେଞ୍ଜର କେଶବ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଲାର ଲାଇଟ ବଣ୍ଟନ କରିଥିଲେ । ଏହି ସମୟରେ ବୋର୍ଡା ଫରେଷ୍ଟର ମଧୁକର ପୁଟେଲ ଓ ଗରଗାବ ଫରେଷ୍ଟର ରୁଦ୍ରପ୍ରସାଦ ଗହିର ଉପସ୍ଥିତ ଥିଲେ । ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.