ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଧର୍ମଗଡ: ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ମହାକାଳେଶ୍ଵର ସାଂସ୍କୃତିକ ଅନୁଷ୍ଠାନର ମିଳିତ ଅନୁକୂଲ୍ୟରେ ଖୁଟୁଲୁଗୁଡା ଖେଳ ପଡିଆଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ବେଚ୍ଛାସେବୀ ମହେଶ୍ୱର ସୁନାନୀ ଓ ରୁଦ୍ର ମହାରଣା ପରିଚାଳନା କରିଥିଲେ। ପରିବେଶକୁ କିପରି ସବୁଜ ସୁନ୍ଦର ଓ ଯୁବ ଗୋଷ୍ଟି ଗଛ ଲଗାଇବା ପାଇଁ ଆଗକୁ ଆସିବେ ସେ ଉଦ୍ଦେଶ୍ୟ ନେଇ କାର୍ଯ୍ୟକ୍ରମ ଆଯୋଜିତ ହେଇଥିଲା। ଯୁବକ ସଂଘର ସଭାପତି ରଶ୍ମିରଞ୍ଜନ ଗୋପଳ, ସମ୍ପାଦକ ରମନୀ ବାଗ, ରମେଶ ଗୋପାଳ, କାବୁଲ ଦୀପ, ବିଶ୍ୱାଳ ଦୀପ, ବସନ୍ତ, ଗୋପାଳ, ପ୍ରବୀର ବାଗ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ଅକ୍ଷୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.