ବାବାସାହେବଙ୍କ ପ୍ରତିମୂର୍ତ୍ତି ଉପରେ ଗୋବର ଫିଙ୍ଗିଥିବା ଦୁର୍ବୃତ୍ତକୁ ତୁରନ୍ତ ଗିରଫ ଦାବୀକଲା ଦଳିତ ସେବକ ସଂଘ

କଳାହାଣ୍ଡି, (ନବୀନ କିଶୋର ସାହୁ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ଗୋବର ଫିଙ୍ଗିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଳାହାଣ୍ଡି ଦଳିତ ସେବକ ସଂଘ। ଦଳିତ ସେବକ ସଂଘର ରାଜ୍ୟ ସାଧାରଣ ସଂପାଦକ କେଶଭ ବିହାରୀ, କଳାହାଣ୍ଡି ଜିଲ୍ଲା ସଭାପତି ଅପରେଶ ସ୍ବାଇଁ, କର୍ଲାମୁଣ୍ଡା ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପକାନ୍ତି କୁମାର, ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତି ଭୋଇ, ଗୋରା ମହାନନ୍ଦ, ଅଂଶୁମାନ ଜେନା, ଗଣେଶ କୁମାର, ଗଙ୍ଗାଧର ବେଶ୍ରା ସମେତ ବହୁ କର୍ମକର୍ତ୍ତା ଏନେଇ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.