✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
ତମ କେଶ ର ଅରଣ୍ୟରେ
ହଜାରେ ରଙ୍ଗ ର ସୁଅ ॥
ବାର ବାର ବାଟ ବଣା ର ଗପ
ସେବେଠୁ ଏ ପର୍ଯ୍ୟନ୍ତ ।
ଦେଖୁନ_ ଶୀତ ର ଧାର ରେ
କେମିତି ବସିଚି ଶିର୍ ଶିର୍ ପଣ ର
ମନ ଛୁଆଁ ଚିତ୍ର ।
ତମ କେଶ ର ଅରଣ୍ୟ ରେ
ହଜାରେ ରଙ୍ଗ ର ସୁଅ ॥
ତମ କେଶ ର ଅରଣ୍ୟରେ
ହଜାରେ ରଙ୍ଗ ର ସୁଅ ॥
ବାର ବାର ବାଟ ବଣା ର ଗପ
ସେବେଠୁ ଏ ପର୍ଯ୍ୟନ୍ତ ।
ଦେଖୁନ_ ଶୀତ ର ଧାର ରେ
କେମିତି ବସିଚି ଶିର୍ ଶିର୍ ପଣ ର
ମନ ଛୁଆଁ ଚିତ୍ର ।
ତମ କେଶ ର ଅରଣ୍ୟ ରେ
ହଜାରେ ରଙ୍ଗ ର ସୁଅ ॥