ମୃତ୍ୟୁ କି ଶୁଭ ତୁମ ପାଇ
ମୃତ୍ୟୁ କି ବିଜୟ ମଣିଷ ପାଇ
ଯୀଶୁଙ୍କ ମୃତ୍ୟ ଶୁଭ କେମିତି?
ପାଗଳାମି ନୁହେଁ ତ କଣ ଏହି?
ବେଦ ଓ ବାଇବଲରେ ଅଛି ଏ ବିବରଣୀ
ମୃତ୍ୟୁରୁ ଉଠିବେ ଇଶ୍ଵର ମଣିଷ ହୋଇ
ଶାନ୍ତି, ଅନୁତାପ ଓ ନିର୍ବାଣ ଛନ୍ଦି ହୋଇଛି,
ଜନ୍ମ, କ୍ରୂଷରେ ମୃତ୍ୟୁ, ମୃତ୍ୟୁରୁ ଉଥାନ ମିଛ ଲାଗୁଛି
ବିଶ୍ୱାସ ନାହିଁ ଯଦି ପ୍ରମାଣ ଖୋଜିବା,
ପାପରୁ ନ ଫେରିଲେ, ଶାନ୍ତି ଓ ନିର୍ବାଣ ହରାଇବା
ଏହା ଏକ ପନ୍ଥା ନୁହେଁ, ଅଟେକି ଶେଷ ବ୍ୟବସ୍ଥା?
ଶରୀର ଓ ଆତ୍ମାର ସତ୍ ଗତି, ଗୁଡ୍ ଫ୍ରାଇଡେ ର ଡାକରା ।।
✍🏾ଡୁଇଟ୍ ଡେଭିଡ ଫିଲିପ

ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
ମୋ: ୯୪୩୭୧୦୪୩୦୩





