ଅଜିତ ସାହୁଙ୍କ କବିତା : ଏବୁଆ ଗୋ ଫନି

ଏବୁଆ ଗୋ ଫନି ଆଏଲା ବୋଲି କେତେ କଥା ସରକାର କେ ହେଉଛେ ମୁଡ ଦୁଖା ନାଇ ପାରୁଛେ ଯାନୀ, 
ଆମର କୋଶଳ ରାଏଜନେ ଏନତା ହେଲେ କିଏ ପଚାରୁଛେ କାହାକେ ଦିନ ଗନି ଗନି ରାଏତ ଯାଏତା ନାଇ ପାରତ ଜାହେକେ ଯେତେ ଦୁଃଖ ହେତା ନାଇ ପାରତ ଗନି ।।

 

ଆମର ସରକାର କର ପାସକେ ଆଉଛେ ଜାହେକେ ଯେତେ ଟଙ୍କା କିଏ ପାରୁଛେ କାଏ ଯାନୀ
ଦୁଃଖି ର ଦୁଃଖ ସବୁବେଳେ ଥିସି ବଡ଼ ବଡ଼ିଆ ଲୋକ ମାନଙ୍କର ମନ ହଁସା ଖେଳା, ଏବୁଆ ଗୋ ଫନି ଆଏଲା ବୋଲି ରାସ୍ତା ଘାଟ ଛେକା ଛୁକି କେତେ କରୁଛନ୍ ଝମେଲା ।।

 

ହେନତା ଯଦି ଆମର ଆଡେ ହେତା ଦିନ ରାଏତ କାନ୍ଦୁ ଥିତେ ଛୁଆ ପିଲା
ଗରିବ ଲୋକ ଗରିବ ହି ରହେବେ ଧନି ନାଇ ହୁଏ ଗୁଲ ଗୁଲା ,
ରାଜ୍ ଧାନୀ ନେ ଚହଳ ପଡୁଛେ ଆର ଯେନ ନାଇ ଦେଖ ଲା ଲୋକ ବନ୍ଦ ଘାଟ ନେ କରୁଛନ୍ ଠେଲା ପେଲା ।।

 

ଅଜିତ ସାହୁ 

ଘୁନସନ, ସଇଁତଲା, ବଲାଂଗିର

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.