ଉର୍ଲାଦାନୀ ଗ୍ରାମ ପଞ୍ଚାୟତରେ ଅମୃତଧାରା ଲୋକାର୍ପିତ

କଳାହାଣ୍ଡି,୧୪/୫ : ମ.ରାମପୁର ବ୍ଲକ ଉର୍ଲଦାନୀ ପଞ୍ଚାୟତ କାର୍ଯ୍ୟାଳୟରେ ଅମୃତଧାରା ଲୋକାର୍ପିତ ହେଇଯାଇଛି । ସରପଞ୍ଚ ଗନ୍ଧର୍ବ ପୁଝାରୀଙ୍କ ଅଧ୍ୟକ୍ଷତାରେ ପଂଚାୟତ ନିର୍ବାହୀ ଅଧିକାରୀ ମୁକେଶ କୁମାର ପୁଟେଲ, ନାଏବ ସରପଞ୍ଚ ସାରଦା ମାଝୀ, ରୋହିତ ନାଏକ, ପିଙ୍କୁ ବାଗ, ଗୋପାଳ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପାଦନ କରିଥିଲେ । ଏହି ଅମୃତଧାରା ଲୋକାର୍ପଣ ହେବା ପରେ ଅଂଚଳବାସୀଙ୍କ ତୃଷ୍ଣା ମେଂଟାଇବାରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇବା ସହ ସରପଞ୍ଚଙ୍କୁ ସାଧୁବାଦ ଜଣାଇଛନ୍ତି ।

Omkar Vasthu
Omkar Vasthu

 

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

 

 

Subscribe us on Youtube👇

http://tiny.cc/odiabarta

 

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.