ଫୋନି ର୍ଦୂଗତଙ୍କୁ ସହଯୋଗର ହାତ ବଢାଇଲେ ଟିଟିଲାଗଡ ବିଧାୟିକାଙ୍କ ସହ ୨୦ ଜଣିଆ ଟିମ୍

ଟିଟିଲାଗଡ,୧୪|୦୫; ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ଅଞ୍ଚଳ ଅଧିନସ୍ଥ କାଦୁଅ ଗ୍ରାମ ପଞ୍ଚାୟତ ର ଭଟ୍ଟପୁର ଠାରେ “ଫୋନି” ବାତ୍ଯା ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କର ସ୍ଥିତି ଏବେ ମଧ୍ୟ ସ୍ବାଭାବିକ ହୋଇନାହିଁ । ଏହିପରି ପରିସ୍ଥିତିରେ ସହଯୋଗ ର ହାତ ବଢାଇଛନ୍ତି ବିଜୁ ଜନତା ଦଳ ଟିଟିଲାଗଡ ର କର୍ମକର୍ତ୍ତା ମାନେ । ଟିଟିଲାଗଡ ବିଧାୟିକା ଟୁକୁନି ସାହୁଙ୍କ ନେତୃତ୍ଵରେ ୨୦ ଜଣିଆ ଟିମ ଟିଟିଲାଗଡ ଠାରୁ ପୁରୀ ଅଭିମୁଖେ ଯାତ୍ରା କରି ସତ୍ୟବାଦୀ ଅଞ୍ଚଳରେ ଲୋକମାନଙ୍କ ଖାଇବା ପାଇଁ ବିସ୍କୁଟ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
( ଅସରନ୍ତି ବେଦନା ଛାଡି ଚାଲିଗଲା ଫୋନି )
( ବଢିଛି ସହଯୋଗର ହାତ : ଅଣ୍ଟା ସଳଖୁଛନ୍ତି ବାତ୍ୟା ଦୂର୍ଗତ )
( ଫୋନି ପ୍ରଭାବିତଙ୍କ ସେବାରେ ଟିଟିଲାଗଡିଆ ଯୁବକ )

Udyog Nursery
Udyogi Nursery
ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁର ଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.