ଲାଞ୍ଜିଗଡ ବେଦାନ୍ତ ପକ୍ଷରୁ ଗୋଷ୍ଠୀ ତଥା କର୍ମଚାରୀଙ୍କ ପାଇଁ ଅବସର ବିନୋଦନ ତଥା ଉନ୍ନୟନ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୧୭/୫ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଲିମିଟେଡ୍ ପକ୍ଷରୁ ୨ ଦିନ ବ୍ୟାପି ଗୋଷ୍ଠୀ ତଥା କର୍ମଚାରୀଙ୍କ ପାଇଁ ଅବସର ବିନୋଦନ ତଥା ଉନ୍ନୟନ କାର୍ଯ୍ୟକ୍ରମର ଅାୟୋଜନ କରାଯାଇଥିଲା ।ବେଦାନ୍ତ ଆଲୁମିନା ବିଜନେସ୍ ର ନବ ନିଯୁକ୍ତ ସିଇଓ ରାହୁଲ ଶର୍ମା ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ଲାଣ୍ଟର ନିୟୋଜିତ ଥିବା କର୍ମଚାରୀ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କ ସମେତ ପ୍ଳାଣ୍ଟରେ
କାର୍ଯ୍ୟରତ ଓଡ଼ିଶା ଶିଳ୍ପ ସୁରକ୍ଷାବଳ (ଓଆଇଏସ୍ଏଫ୍) କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମ ଦିନ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିବାବେଳେ ଦ୍ୱିତୀୟ ଦିନ କର୍ମଚାରୀଙ୍କ ପରିବାର ସଦସ୍ୟ ସେମାନଙ୍କ ସଫଳତାର କାହାଣୀ ସମବେତ ଲୋକଙ୍କ ସମ୍ମୁଖରେ ବଖାଣିଥିଲେ । ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଆଲୁମିନା ବିଜନେସ୍ ସିଇଓ ରାହୁଲ
ଶର୍ମା କହିଲେ ଯେ, ଏଭଲି ଏକ ଅନନ୍ୟ କାର୍ଯ୍ୟକ୍ରମ ଆୟୋଜନ କରି ଆମେ ବେଶ୍ ଆନନ୍ଦିତ । ଏହାଦ୍ୱାରା କମ୍ପାନୀ ଏବଂ କର୍ମଚାରୀଙ୍କ ମଧ୍ୟରେ ବନ୍ଧନ ସୁଦୃଢ଼
ହୋଇପାରିବ । 

Udyog Nursery
Udyogi Nursery

 

ଲାଞ୍ଜିଗଡରୁ ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.