ଏକଜିଟ ପୋଲ ଦେଖି କରି
ବି.ପି ନାଇଁ କର ହାଇ
୨୩ ରେ ସବୁ ହେଇ ଯିବେ ଫେଲ୍
ଇଟା ସବୁ ଟିଆରପି ର ଖେଲ୍ !
ତୋର ନାଇଁ କି ମୋର ନାଇଁ
ସଟା ବଜାର ଗରମ
ତିନ ଦିନେ ବର୍ଷେକର କମେଇ
ତମେ ଆମେ ନରମ !
ନିଉଜ ବାଳେ ସରି ବି ନାଇଁ କୁହନ..
ହେବା ସବୁ ଭବିଷ୍ୟବାଣୀ ଫେଲ
ଯିବାର କେ ନାଇଁ ପଡେ ଜେଲ
ଇଟା ସବୁ ଟିଆରପି ର ଖେଳ !
ହାରିଗଲେ କରବେ ଦଙ୍ଗା
ଜିତି ଗଲେ ମୁଡ଼େ ଠେଙ୍ଗା
ଇଭିଏମ ଦେବତାର ସବୁ ନାଟ
ଜନତା କେ କରୁଛନ ଭକୁଆ !
ଇଲେକ୍ସନ ନାଇଁ ସେ ଇଟା
ଆଇପିଏଲ ର ଫାଇନାଲ ଖେଳ
ସବୁ ପ୍ରେଡିକ୍ସନ ହେବା ଫେଲ
ଇଟା ସବୁ ଟିଆରପି ର ଖେଳ !
ଅଜିତ କୁମାର ଭୋଇ