ସଇଁତଲା କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରିଙ୍କ ଅସନ୍ତୋଷ

ସଇଁତଲା,୧୩/୭ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସଇଁତଲା କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀ ଙ୍କ ଦରମା ଓ ଡ଼ିଏସ କାମର ପ୍ରାପ୍ତ ଦେବା ନେବାକୁ ନେଇ ବିଭାଗୀୟ କର୍ମଚାରୀ ଓ ମୁନସି ଚପରାଶି ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଦୁଇ ମାସ ର ସରକାରୀ ନିୟମ କିନ୍ତୁ ବିଭାଗୀୟ କର୍ମଚାରୀ ଙ୍କ ଖାମ ଖିଆଲି ଯୋଗୁଁ କାହାର ଦରମା ସମାନ ଭାବରେ ନ ପଡିବାରୁ ମୁନସି ଓ ଚପରାଶି ମାନଙ୍କୁ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ଏହାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଧୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି ।

ସଇଁତଲା ବ୍ଲକରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.