ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିରର ଦୁଇ ଛାତ୍ର ଛାତ୍ରୀଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିର ର ଦୁଇ ଶିଶୁ ଭାଇ ଭଉଣୀ ଷଷ୍ଠ ଶ୍ରେଣୀରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷରେ କୃତିତ୍ବ ଅର୍ଜନ କରିଛନ୍ତି| ସେମାନ ହେଲେ ସୁବ୍ରତ କୁମାର ସାହୁ ପିତା- ସଞ୍ଜୀୟ କୁମାର ସାହୁ ମାତା – ସଙ୍ଗୀତା ସାହୁ ଓ ସିମ ରନ ପାତ୍ର ପିତା-ସୁଶାନ୍ତ କୁମାର ପାତ୍ର, ମାତା-ଗୋଲାପ କୁମାରୀ ପାତ୍ର | ତେଣୁ ସେହି ଶିଶୁ ଭାଇ ଭଉଣୀଙ୍କୁ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇ, ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା, ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଅନ୍ୟ କର୍ମ କର୍ତ୍ତା ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ ଗୁରୁମା ଅଭିନନ୍ଦନ ଜଣାଇଛନ୍ତି ଓ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି|

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.