କବିତା : ଆମର ଜୋର

ତପନ କୁମାର ସାହୁ

ରିଞ୍ଜା କର୍ଲାମୁଣ୍ଡା ର ମଝିତି ଅଛେ
ଖତରା ଗୁଟେ ଜୋର
ଭାଙ୍ଗିଛେ ପୋଲ କିଏବି ଘାଏ
ନାଇଁ କରୁଛନ ସୋର ।।

Omkar Vasthu
Omkar Vasthu

ଶିଶୁମନ୍ଦିର -ଆଦର୍ଶ ତକ ଲମିଛେ
ଇ ଗୁଟେ ବଡ଼ ରାସ୍ତା
ସେନେ ଲଦିଛନ ଗେଠି ରୁଗଡ଼ି
ବାଏଲ ଦୁଇ ଚାର ବସ୍ତା ।।

Pearl dental clinic
Near Ashish Medical Store, Bhawanipatna

ଲେଖା ହେଇଛେ ଭଙ୍ଗା ପୋଲ
ଦେଖିଚାହିଁ ଚାଳ
କେନ ଜାନିଛେ କେଭେଁ ଫିଟବା
କେନ ଠିକାଦାର ର କପାଳ ।।

Udyog Nursery
Udyogi Nursery

ବରଷା ଗଲା ଶୀତ ସରଲା
ଦଉଛେ ଖରା ରଡି
ତଥାପି ଦେଖ କିଏ ନାହିଁ ପାରୁଛନ
ଜୋର ଲାଗି ଲଡି ।।

ସହ ସହ ଗାଡି ମଟର ଯେନେ
ଚାଲୁଛେ ଦିନରାତ
ଦେଖଲେ ଜାନବୁ ରାସ୍ତା ନୁହେଁ
ଇଟା ମରନର ଗାତ ।।

ବ୍ଲକ ଅଫିସ ବି ଠାନେ ଅଛେ
କିଏ ନାହିଁ ଦେଖନ୍
ଘାଟଳେ ଘଟନା ଆସବେ ଦେଖି
ଏବେ ଦେଖୁଛନ୍ ସପନ ।।

ଭୂପିନ୍ଦର ବବା ହଜିଛନ ଏବେ
ସୁଇଛନ ଭୁବନେଶରେ
ବସନ୍ତ ଆଜ୍ଞା ବି ଲୁକିଚନ ଦିଲ୍ଲୀନେ
ଭୋଟ ଦେଖି ଆଏବେ ପରେ ।।

ବିଜେପି ବିଜେଡି କଂଗ୍ରେସ ନେତା
ପୁରିଛନ ଚାରିକୁତି
ପୁଳିଆ ଭାଙ୍ଗିଛେ ନାହିଁ ଜାନନ
ଚୁରେଇ ଲୁକେଇ କରୁଛନ ଭୂତି ।।

କଲାହାଣ୍ଡି

________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.