ଳଡୁଗାଁ ଠାରେ ପୁଲୱମା ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା 

କଳାହାଣ୍ଡି,୨୧/୦୨ : ଜମ୍ମୁ-କାଶ୍ମିର ପୁଲଞ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୪୦ଜଣ ବୀରସହିଦ ଯବାନଙ୍କ ସ୍ମୃତିରେ ଆଜି ଳଡୁଗାଁ ମାରଞ୍ବାଡି ଯୁବାମଞ୍ଚ ପକ୍ଷରୁ ସ୍ଥାନୀୟ ଆମ୍ବେଦକରପଡା ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଦୁର୍ଗାମଣ୍ଡପ ଠାରେ ପହଞ୍ଚି ସହିଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରି ୨ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Omkar Vasthu
Omkar Vasthu

ଏହି ଶୋଭାଯାତ୍ରାରେ ଳଡୁଗାଁ ସରପଞ୍ଚ କହ୍ନୋଇ ଚରଣ ଦାସ, ତ୍ରୀଲୋଚନ ଅଗ୍ରୱାଲ, ତ୍ରୀନାଥ ଠାକୁର, ବିମଳ ଅଗ୍ରୱାଲ, ହେମନ୍ତ ସାହୁ, ଗୈତମ ଅଗ୍ରୱାଲ, ଅରୁଣ ଗୋୟଲ, ବିକାଶ ଗୋୟଲ, ସତ୍ୟ ଚୈଧରୀ, ଶ୍ରୀକାନ୍ତ ଶର୍ମା, ସଞ୍ଜୟ ପୁରୋହିତ, ବିବେକ ତାୟଲ, ପଙ୍କଜ ଚୈଧରୀ, ପର୍ଶୁରାମ ଦୁର୍ଗା, ମନୋଜ ଅଗ୍ରୱାଲ, ଗଗନ ମହାନନ୍ଦ ସମେତ ବ୍ୟବସାୟୀ ସଙ୍ଘ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ବହୁ ସଂଖ୍ୟା ରେ ଲୋକେ ସାମିଲ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ଜଗଦିଶ ଚନ୍ଦ୍ର ନାଏକଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.