ଟିଟିଲାଗଡ,୧୬/୫ : ବଲାଂଗିର ଜିଲ୍ଲା ଟିଟିଲାଗଡ଼ କୁମୁଡ଼ା ପାହାଡ଼ ପାଦ ଦେଶରେ ଥିବା ଦେଓବନ୍ଧ ପୋଖରୀ ଠାରେ ଜଣେ ଅବସରପ୍ରାପ୍ତ ରେଲୱେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ହେଲେ ଟିଟିଲାଗଡ଼ ମାଲଗୋଦାମ ପଡାର ୬୫ ବର୍ଷିୟ ପି. ଚିତି ବାବୁ। ଆଜି ସକାଳୁ ଦେଓବନ୍ଦ ରେ ମୃତ୍ୟୁ ଶବ ର ଦେହ ଗୋଟିଏ ବଡ ବ୍ୟାଗ୍ ସହିତ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଶବକୁ ଉଦ୍ଧାର କରିବା ସହିତ ଟିଟିଲାଗଡ ପୋଲିସ କୁ ହସ୍ତାନ୍ତର କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନଥଵା ବେଳେ ଟିଟିଲାଗଡ ପୋଲିସ ଘଟଣା ର ତଦନ୍ତ କରୁଛି ।
ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇