ଦେଓଗାଁ ଡିଗ୍ରୀ କଲେଜରେ ଭୂତଳ ଜଳ ସମନ୍ଧିତ କାର୍ଯ୍ୟକ୍ରମ

ସଇଁତଲା,୩୦/୧୦ : ବଲାଙ୍ଗିର ଜିଲ୍ଲା ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଭୂତଳ ଜଳ ସଂରକ୍ଷଣ ସମନ୍ଧିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପଧାନିଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଅଧ୍ୟକ୍ଷ ଡଃ ବିନୟ କୁମାର ଜେନା, ରିଜିଓନାଲ ରିସର୍ଚ୍ଚ ଡାଇରେକ୍ଟର ଡଃ ଉତ୍ପାଳ ଗୋଗେଇ, ଡକ୍ଟର ଜଗତ କାମେଲା, ପିକେ ମହାପାତ୍ର, ଡକ୍ଟର ଶୁରେଶ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୂଖ ଅତିଥି ଭାବେ ଉପସ୍ଥିତ ରହି ଭୂତଳ ସଂରକ୍ଷଣ, ସଦ ବିନିଯୋଗ ସହ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା  ସାଂସ୍କୃତିକ କାର୍ଯ୍ୟକ୍ରମ ଓ କିପରି ଭୂତଳ ଜଳ ସେଚିତ ହେବ ସେ ଉପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶେଷରେ ସୁଧାଂଶୁ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu
ସଇଁତଳାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.