ଭାରସାମ୍ୟ ହରାଇ ପାଚିରୀରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେଲା କାର୍

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରିହେପ୍ କଲୋନୀ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଲାଞ୍ଜିଗଡ଼ ଆଶ୍ରମପଡାର ବିକାଶ ପଟ୍ଟନାୟକଙ୍କ କାର୍ ବୋଲି ଜଣାପଡିଛି ।

ସୂଚନା ଅନୁସାରେ କାର୍(ଓଡ଼ି-୧୫ଏଲ-୪୪୮୪)ଧରି ସଜ ଲାଞ୍ଜିଗଡ଼ ଠାରୁ ରିହେପ୍ କଲୋନୀ ପଟେ ଯାଉଥିଲେ ଏହି ସମୟରେ ଭାରସାମ୍ୟ ହରାଇ ପାଚିରୀରେ ପିଟି ହୋଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.