ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡୁବରା ବୈଦିକ ବ୍ରାହ୍ମଣ ସମାଜ ବ୍ରାହ୍ମଣ ସମାଜ କାର୍ଯ୍ୟାଳୟରେ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବୈଦିକ ବ୍ରାହ୍ମଣ ସମାଜ ଯୋରାଡୁବୁରାର ଉପଦେଷ୍ଟା ବସନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିଥିବା ବେଳେ ବ୍ରାହ୍ମଣ ସମାଜର ସଭାପତି ଅରୁଣ ଦାଶ, ସମ୍ପାଦକ ସୁବାସ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ଛନ୍ଦା ଚରଣ ନାୟକ ସହଯୋଗ କରିଥିବା ବେଳେ ଡୋଲାମଣି ରଥ, ସୁବ୍ରତ ରଥ,ବିଜୟ କୁମାର ଦାଶ , ସୁଦାମ ଦାଶ, କୁଳମଣି ନାୟକ, ମୋତିରାମ ମହାପାତ୍ର ଯୋଗ ଦେଇଥିଲେ। ଆଜିର ଏହି ମହାନ ପବିତ୍ର ଦିବସରେ ସ୍ବାଧିନତା ସଗ୍ରାମୀ ମହାପୁରୁଷମାନଙ୍କ ସୃତି ଚାରଣ କରିଥିଲେ।