ବୋଡେନ : କେଶରାଜପୁର ଆଦର୍ଶ ବିଦ୍ୟାଳୟଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୋଡେନ, ୨୭/୭ : ନୂଆପଡା ଜିଲ୍ଲା ବୋଡ଼େନ ବ୍ଳକ ଅନ୍ତର୍ଗତ କେଶରାଜପୁର ଆଦର୍ଶ ବିଦ୍ୟାଳୟଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୁଡିସିଆଲ ମାଜିଷ୍ଟ୍ରଟ ସୌମ୍ୟା ପ୍ରଧାନ ଓ ସମ୍ମାନୀୟ ଅତିଥି ଭାବେ ବନ ଖଣ୍ଡ ଅଧିକାରି ରଞ୍ଜନ ସାହୁ ଉପସ୍ଥିତରହି ବୃକ୍ଷ ରୋପଣର ଉପକାରିତା ଓ ପରିବେଶ ସୁରକ୍ଷା ସମନ୍ଧରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।

କେଶରାଜପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦିପ କୁମାର ଧଳଙ୍କ ସହିତ ତାଙ୍କ ସହକର୍ମି ଜିତେନ୍ଦ୍ର ନାଥ ଗହିର, ରୁଶିଆ ମେହେର, ଡକ୍ଟର ସୁଦାମ ଦୀପ, ଆକାଶ ମୁଣ୍ଡା, ଲିଙ୍ଗରାଜ ପ୍ରଧାନ, ସାର୍ଥକ ସାରଥି ସିଂ, ଧର୍ମେନ୍ଦ୍ର କୁମାର ଭୋଇ, ରିତେନ୍ଦ୍ର ପ୍ରକାଶ ପ୍ରଧାନ ତଥା ଛାତ୍ର ଛାତ୍ରି ମାନଙ୍କଦ୍ୱାରା ବୃକ୍ଷରୋପଣ କରାଯାଇଥିଲା ।

ବୋଡ଼େନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
Click here to get daily News  & Views updates
https://bit.ly/OBgroup3
Like our Facebook page
https://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.