‘ରଚନା’ର ବସନ୍ତ କବିତାୟନ – ପ୍ରେମ କବିତା ଆସର

ବଲାଙ୍ଗିର,୩/୩: ସ୍ଥାନୀୟ ପଥରଚେପା ସ୍ଥିତ ପଞ୍ଚବଟି ଉଦ୍ୟାନରେ ‘ରଚନା’ ସଂସ୍ଥା ପକ୍ଷରୁ ବସନ୍ତ କବିତାୟନ – ପ୍ରେମ କବିତା ଆସର ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଏକ ଭଜନ ପରିବେଷଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କବି ସସ୍ମିତା ମହାପାତ୍ର ଓ ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ କବି ଭାଗିରଥି ମିଶ୍ର, ପ୍ରହଲ୍ଲାଦ ଶତପଥୀ, ଅଚ୍ୟୁତ ପୁରୋହିତ, ଆନନ୍ଦ ଚନ୍ଦ୍ର ସାହୁ, କୌତୁକ ପନ୍ଦର, ନବୀନ ବିଶ୍ୱବନ୍ଧୁ, ସୁଜିତ କୁମାର ସତପଥୀ, ଆଶିଷ ମିଶ୍ର, ରମାକାନ୍ତ ନାଏକ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ରାମଭକ୍ତ ଫରିକାର, ବିଭୁକଲ୍ୟାଣ ଗଡତ୍ୟା, ଲିଲି ପଟେଲ, ବିଜୟଶ୍ରୀ ନାଗ, ସସ୍ମିତା ନେପାକ, ନିଲେଶ ଭୋଇ, ଓଁପ୍ରଣବ ନାଏକ, ହଳାୟୁଧ ପଣ୍ଡା, ଅରୁଣ ମିଶ୍ର, ଉମାଶଙ୍କର ଶତପଥୀ, ସୁଶାନ୍ତ ପଟେଲ, ସରୋଜ ମହାପାତ୍ର, ଶୁଭ୍ରାଂଶୁ ପଣ୍ଡା, ଅନନ୍ତ ବିଶ୍ୱାଳ, ଶେଖର ରଥ, ମଧୁସୂଦନ ନେଗୀ, ନିପୁନ ନାଏକ, ତାପସ୍ୱିନୀ ପଶାୟତ, ଗୁଲାପ ବାଗ, ସବିତା ମାହାର, ରାମନାରାୟଣ ଦାଶ, ରଞ୍ଜିତ ମିଶ୍ର, ଜୟଦେବ କର, ରୋହିତ ସେଠ୍ ପ୍ରମୁଖ ସ୍ୱରଚିତ ପ୍ରେମ କବିତା ପାଠ କରିଥିଲେ।

Udyog Nursery
Udyogi Nursery

ଅବସର ପ୍ରାପ୍ତ ସୈନିକ ପ୍ରତାପ ଚନ୍ଦ୍ର ରଥ ଓ ରାମଶଙ୍କର ଶତପଥୀ ଗୀତ ମାଧ୍ୟମରେ ବସନ୍ତକୁ ଆବାହନ କରିଥିବା ବେଳେ କଥାକାର ମନୋଜ କୁମାର ପଣ୍ଡା ଗଳ୍ପ ପାଠ କରିଥିଲେ। ଶେଷରେ ସମାଜସେବୀ ଅରୁଣ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ବଲାଙ୍ଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ OdiaBarta.in

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.