ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର

ଥୁଆମୂଳ ରାମପୁର, (ଦୁର୍ଗା କିର୍ତ୍ତି): ଥୁଆମୂଲ ରାମପୁର ବ୍ଲକ୍ ସଦର ମହକୁମା ଚିରକେଲଗୁଡ଼ା ନିକଟ ମୁଖ୍ୟରାସ୍ତାରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍ ଚାଳକ ଗୁରତ ଆହତ ହୋଇଛନ୍ତି। ଆହତ ଜଣକ ଗୋପାଳପୁର ପଞ୍ଚାୟତ ତୁନାପାରି ଗ୍ରାମର ବଳରାମ ମାଝୀ (୨୫ ବର୍ଷ) ବୋଲି ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଦୁର୍ଘଟଣା ଶନିବାର ରାତି ପ୍ରାୟ ୮ଟାରେ ସମୟରେ ହୋଇଛି। ଚାଳକ ଗୁରୁତର ଅବସ୍ଥାରେ ମୁଖ୍ୟରାସ୍ତା ଉପରେ ପଡ଼ି ରହିଥିଲେ। ଥୁଆମୂଳ ରାମପୁର ପୁଲିସ ପେଟ୍ରୋଲିଂ ସାରି ଫେରୁଥିବା ବେଳେ ଆହତଙ୍କୁ ଉଦ୍ଧାରକରି ଥୁଆମୂଳ ରାମପୁର ସିଏସିକୁ ପଠାଇଛନ୍ତି। ଡାକ୍ତର ତାଙ୍କୁ ଭବାନୀପାଟଣା ସ୍ଥାନାନ୍ତରପାଇଁ କହିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.