ବଲବସପୁର ନେତାଜୀ କ୍ଲବର ରୌପ୍ୟ ଜୟନ୍ତୀ ଅବସରରେ ରାସ୍ତା ସଫେଇ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନର୍ଲା ବ୍ଲକ ରୁପ୍ରାରୋଡ ପଞ୍ଚାୟତ ଅନ୍ତର୍ଗତ ବଲବସପୁର ନେତାଜୀ କ୍ଲବର ରୋପ୍ୟ ଜୟନ୍ତୀ ଅବସରରେ ନେହେରୁ ଯୁବା କେନ୍ଦ୍ର ଅନୁକୂଲ୍ୟରେ ଗାଁ ରାସ୍ତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେତାଜୀ କ୍ଲବ ସଭାପତି ବିଜନ ପଧାନ ଓ ସମ୍ପାଦକ ପ୍ରଦୀପ ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଠାନର ସଭ୍ୟ ସୁଶାନ୍ତ ବିଶ୍ୱାଳ, ବୁଲୁ ବିଶ୍ୱାଳ, ରିଙ୍କୁ ପଧାନ, ଅଜିତ ପଧାନ, କୈଳାଶ ପଧାନ, ଚନ୍ଦନ ବିଶ୍ୱାଳ, ପିଣ୍ଟୁ ବିଶ୍ୱାଳ, ସଣ୍ଟୁ ବିଶ୍ୱାଳ, ମୁନୁ, ସଚିନ ସୁବ୍ରତ, ଆକାଶ, ଲିପୁନ ପୋଢ,ବଣ୍ଟି, ମଦନ, ବିଶେଶ୍ୱର, ଶିବୁ ମାଝୀ, ଆଶିଷ କରୁଆଁ, ଦୀପକ ମାଝୀ ପ୍ରମୁଖ ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.