ବିଭିନ୍ନ ସ୍ଥାନରେ ବିରାଟ ପର୍ବ ପାଳନ : ପଶ୍ଚିମ ଓଡିଶାର ଜନପ୍ରିୟ ଲୋକନାଟକ ‘ବିରାଟ ପର୍ବ’

କଳାହାଣ୍ଡି,୧୧/୫ : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ଗତ ଅକ୍ଷୟ ତୃତୀୟା ଠାରୁ ମହାଭାରତ ର ବିରାଟ ପର୍ବ ତଥା ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ବଳିୟାର ସିଂହ ଙ୍କ ରଚିତ ନାଟକ ସାତ ଦିନ ବ୍ୟାପି ପ୍ରତେହ ରାତିରେ ମଂଚସ୍ଥ ହେଉଛି।ପାଣ୍ଡବ ଜନ୍ମ, ପଶାଖେଳ, ମଲ୍ଲ ଯୁଦ୍ଧ, ବସ୍ତ୍ର ହରଣ, ବିରାଟଙ୍କ ଚନ୍ଦନଯାତ୍ରା, କୀଚକ ବଧ, ଗୋଧନ ହରଣ, ଅର୍ଜୁନଙ୍କ ଦଶନାମ ଆଦି ନାଟକ ପରିବେଷଣ କରାଯାଇଥାଏ। ରିଷିଡା, ତେରେସିଙ୍ଗା, ଗୋଇନ୍ଦାମୁଣ୍ଡା, ଭାଲୁପିଆ, ଓଡ଼ିଆମୁଣ୍ଡା, ବାଞ୍ଜିପଦର ଗ୍ରାମରେ ଦୀର୍ଘ ବର୍ଷ ହେଲା ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତେରେସିଙ୍ଗା ରେ ୬୫ ବର୍ଷ ପୂର୍ଣ୍ଣ ଉପଲକ୍ଷେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି।

Omkar Vasthu
Omkar Vasthu

 

ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.