ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ମାନଙ୍କ ଯାତ୍ରା ପାଇଁ ୫ ବର୍ଷରେ ଖର୍ଚ୍ଚ ହୋଇଛି ୩୯୩ କୋଟି

ନୂଆଦିଲ୍ଲୀ,୧୨/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ମନ୍ତ୍ରୀ ମାନଙ୍କ ବିଦେଶ ଓ ଘରୋଇ ଯାତ୍ରା ପାଇଁ ବିଗତ ୫ ବର୍ଷ ମଧ୍ୟରେ ୩୯୩ କୋଟି ଖର୍ଚ୍ଚ ହୋଇଛି । ମୁମ୍ବାଇର ଜଣେ ସୂଚନା ଅଧିକାର କର୍ମୀ ଅନିଲ ଗଗଲିଙ୍କ ଦ୍ବାରା RTI ରେ ମଗାଯାଇଥିବା ତଥ୍ୟ ଆଧାରରେ ଏକଥା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କେବିନେଟ ମାମଲାର ଆକାଉଣ୍ଟ ଅଫିସ ର ବରିଷ୍ଠ ଅଧିକାରୀ ସତିଶ ଗୋୟଲ RTI  ର ଜବାବାରେ ପ୍ରକାଶ କରିଛନ୍ତିକି ବର୍ଷ ୨୦୧୪ – ୧୫ରୁ ୨୦୧୮- ୧୯ ପର୍ଯ୍ୟନ୍ତ ୩୯୩ . ୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ଓ ତାଙ୍କର କେବିନେଟ ମନ୍ତ୍ରୀ ମାନଙ୍କ ଯାତ୍ରା ପାଇଁ ୩୧୧ କୋଟି ଓ ରାଜ୍ୟ ପାହ୍ୟା ମନ୍ତ୍ରୀ ମାନଙ୍କ ଦେଶ – ବିଦେଶ ଯାତ୍ରା ପାଇଁ ୮୨ କୋଟି ଖର୍ଚ୍ଚ ହୋଇଛି ।

 


For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.