
✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
ନୂଆ ବର୍ଷ
ପୁଲକିତ ହେବା ର
ନିଶ୍ଚୟ ॥

ଝରଣା ର ଗୀତ ରେ
କିଚିରିମିଚିରି
ସ୍ୱପ୍ନଂକ ମେଳା ॥

ଏତେ ରଙ୍ଗ ର
ଚିତ୍ର ସବୁ
ମନ ଦର୍ପଣ ରେ !
ନୂଆ ବର୍ଷ ବୋଇଲେ
ସତରେ ଏତେ ଖୁସି ॥

✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୋଲନରା, ରାୟଗଡ଼ା ଜିଲ୍ଲା
ମୋ: ୮୯୧୭୩୨୪୫୨୫






