୭ ରୁ ୯ ପର୍ଯ୍ୟନ୍ତ କଛାରପଲିରେ ଚବିଶ ପ୍ରହରୀ ନାମଯଜ୍ଞ

ଅନୁଷ୍ଠିତ ହେଲା କଳସ ଶୋଭାଯାତ୍ରା

Omkar Vasthu
Omkar Vasthu

ସଇଁତଲା,୬/୨ : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କଛାରପଲି ସାହୁପଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଗାଁ ସମସ୍ତ ପୁରୁଷ ମହିଳା ସ୍ଥାନୀୟ ଯୋଗିସଗାରରୁ ଜଳପୂର୍ଣ କଳସ ଆଣି ମଣ୍ଡପରେ ସ୍ଥାପନ କରିଥିଲେ କିଶୋର ସାହୁ ଓ ପତ୍ନୀ ହେମଙ୍ଗିନି ସାହୁ କର୍ତ୍ତା, ପ୍ରଦ୍ମନ ପାଣିଗ୍ରାହୀ ଓ ବାଳକୃଷ୍ଣ କର ପୂଜକ ଦାୟିତ୍ୱ ସମ୍ପାଦନ କାରିବେ । ନାମଯଜ୍ଞ ପରିଚାଳନା ପାଇଁ ସଭାପତି ସାଧୁ ଚରଣ ସାହୁ ସମ୍ପାଦକ ଅନନ୍ତ ସାହୁ କୋଷାଧ୍ୟକ୍ଷ ଡାକ୍ତର ସରୋଜ ସାହୁ ଅଛନ୍ତି ।

Pearl dental clinic
Near Ashish Medical Store, Bhawanipatna
ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.