ଭାରତ ଓ ଉତ୍କଳରେ ଶୈବ ଧର୍ମ : ଏକ ସଂକ୍ଷିପ୍ତ ଆଲୋଚନା

ଶୈବ ଧର୍ମ ଭାରତର ଏକ ପ୍ରାଚୀନ ଧର୍ମଧାରା । ହରପ୍ପା ସଭ୍ୟତା ଓ ବୈଦିକ ଯୁଗରେ ମଧ୍ୟ ରୁଦ୍ର ଉପାସନା ପ୍ରଚଳିତ ଥିଲା । ରାମାୟଣରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଓ ମହାଭାରତରେ ଯଦୁପତି ଭଗବାନ ଶ୍ରୀକୃଷ୍ଣ ଶତରୁଦ୍ରାୟ ମନ୍ତ୍ରରେ ମହାଦେବଙ୍କୁ ଉପାସନା କରିଥିଲେ ।

ଉତ୍ତର ଭାରତରେ ଗୁପ୍ତ ବଂଶିୟ ରାଜାମାନେ ହିନ୍ଦୁ ଧର୍ମର ଉତ୍ଥାନପାଇଁ ଉଦ୍ୟମ କରିବା ଫଳରେ ସାରା ଦେଶରେ ଶୈବଧର୍ମ ପ୍ରଶାର ଲାଭ କଲା । ତେବେ ପ୍ରାତ୍ନତାତ୍ତ୍ବିକ ଦୃଷ୍ଟି କୋଣରୁ ସୋମବଂଶୀ ରାଜତ୍ବ କାଳରେ ଓଡିଶାରେ ଏହି ଧର୍ମ ବିଶେଷ ଲୋକପ୍ରିୟତା ଅର୍ଜନ କଲା । ସମଗ୍ର ଉତ୍କଳର ଗ୍ରାମେ ଗ୍ରାମେ ଶିବ ମନ୍ଦିର ସବୁ ପ୍ରତିଷ୍ଠା ହୋଇ ପୂଜାର୍ଚ୍ଚନାର ବ୍ୟବସ୍ଥା ହୋଇଛି ।

ପବିତ୍ର ମହାଶିବରାତ୍ରୀ ଅବସରରେ ସେହି ପରମ କାରୁଣିକ ମହାଦେବଙ୍କ ପାଖରେ ବିଶ୍ବର ମଙ୍ଗଳ ପାଇଁ ପ୍ରଣତି ଜଣାଇବା ।

ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ ଓଡିଆ ବାର୍ତ୍ତା

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.