Breaking : ନିଜ ଘର କୂଅରୁ ଯୁବତୀର ମୃତ ଦେହ ଉଦ୍ଧାର

କୋକସରା: ମୋଟେର ଫାଣ୍ଡି ଅଧିନସ୍ଥ ଚାରବାହାଲ ପଞ୍ଚାୟତ ଘୁମରଗୁଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଚକ୍ରଧର ଘିଙ୍କ ଝିଅ ତିଳତ୍ତମା (୧୯)ଙ୍କ ମୃତ ଦେହ ଜୁନାଗଡ଼ ଅଗ୍ନିଶମ ବିଭାଗ ଓ ମୋଟେର ଫାଣ୍ଡି ପୋଲିସଙ୍କ ସହାୟତାରେ କୂଅରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ମୋଟେର ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରି କେସ ନଂ ୧୪/୨୦ ରେ ଏକ ମାମଲା ୠଜୁକରି ତଦନ୍ତ ଜାରି ରଖିଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଳି ପୋଲିସ କହିଛି।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.