ଗନ୍ଧରବାରୁ ଓ ମୁଣ୍ଡା ଗାଁରେ କପା ଚାଷ ପାଇଁ ତାଲିମ କର୍ମଶାଳା

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ କମର୍ଦ୍ଧା ଗ୍ରାମ ପଞ୍ଚାୟତର ଗନ୍ଧରବାରୁ ଓ ମୁଣ୍ଡାଗାଁ ଠାରେ ନୂତନ ପ୍ରଣାଳୀରେ କପା ଚାଷ ପାଇଁ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର ଯୋଗଦେଇ ଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ଜଗଦୀଶ ବେନିଆଁ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ, ଅତିରକ୍ତ କୃଷି ଅଧିକାରୀ ହିରଣ୍ୟ ବାରିକ, କମର୍ଦ୍ଧା ପଞ୍ଚାୟତ କୃଷି ଅଧିକାରୀ ଦୀପକ କୁମାର ଜେନା, କୃଷକ ସାଥି ଅର୍ଜୁନ ମାଝୀ, ସଂଜୀବ କୁମାର ବୁଦ୍ଧିଆ ଓ ଗ୍ରାମର ସମସ୍ତ ଚାଷୀ ଉପସ୍ଥିତ ଥିବା ବେଳେ କୃଷି ଅଧିକାରୀ ଶ୍ରୀ ଚାନ୍ଦ କପା ଚାଷ ଓ ଧାନ ଚାଷ ଉପରେ ସମ୍ପୂର୍ଣ୍ଣ ଆଲୋଚନା କରି ତାଲିମ ଦେଇଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.