ବାଗବୁରେଇ ରାସ୍ତା ଅବସ୍ଥା ଶୋଚନୀୟ

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ମୁଖ୍ୟାଳୟ ଠାରୁ ଅନତି ଦୁରେଇ ଥିବା ସରଗୁଲ ମାଲପଡା ପଂଚାୟତର ବାଗବୁରେଇ ଗାଁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହି ନିକଟରେ ତିନି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୁରୁମ ବିଛା ଯାଇଥିଲା, ହେଲେ ନା ରୁଲିଂ କରାଯାଇଛି ନା ମେଟାଲିଙ୍ଗ କରାଯାଇଛି। ରାସ୍ତାର ଅବସ୍ଥା ଯଥା ପୂର୍ବ ତଥା ପରଂ, ବରଂ ବର୍ଷା ହେଲେ ଆହୁରି ସମସ୍ୟା ସୃଷ୍ଟି ହେଉଛି। ପ୍ରଶାସନିକ ଦୁର୍ବଳତା ସାଙ୍ଗକୁ ଲାଭଖୋର ମନୋଭାବ ହେତୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଦେଖାଇ ଉନ୍ନୟନ କାମକୁ ଏପରି ଭାବେ କର୍ଦମାକ୍ତ କରାଯାଉଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.