ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ୫-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ବିରୋଧ କରି ଅଣ୍ଡା ମାଡ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ୫-ଟି ସଚିବ ଭି କେ ପାଣ୍ଡିୟାନ ବିରୋଧର ସମ୍ମୁଖୀନ ହୋଇଛନ୍ତି । ୫-ଟି ସଚିବ କୋଟସମଲାଇରୁ ଉଲୁଣ୍ଡା ଗସ୍ତ ବେଳେ କୋଟସମଲାଇ ହନୁମାନ ମୂର୍ତ୍ତି ପାଖରେ ଆମ୍ ଆଦମୀ ପାର୍ଟିର ବହୁ କର୍ମୀ ରାସ୍ତାରେ ବିରୋଧ କରି ଅଣ୍ଡା ମାଡ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.