ମା’ ଡ଼ୋକରୀଙ୍କ ପୀଠରେ ଦଶମୀ ତିଥିରେ ନୂଆଖାଇ

କଳାହାଣ୍ଡି,୯|୯ (ହେମନ୍ତ ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପଞ୍ଚମୀ ତିଥିରେ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବାବେଳେ କଳାହାଣ୍ଡିର କିଛି ଅଞ୍ଚଳରେ ଏହାକୁ ଦଶମୀ ତିଥିରେ ପାଳନ କରାଯାଏ । କଳାହାଣ୍ଡିର ମ.ରାମପୁରରେ ଥିବା ମା’ ଡ଼ୋକରୀଙ୍କ ପୀଠରେ ସେପ୍ଟେମ୍ବର ୧୫ ତାରିଖ ବୁଧବାର ଦିନ ନୂଆ ଅନ୍ନ ଲାଗି କରାଯିବ । ତେବେ ମ.ରାମପୁରରେ ରୋଗୀବଲା କାର୍ଯ୍ୟକ୍ରମ ଗତ ସପ୍ତାହରୁ ଶେଷ ହେଇଥିବା ଜଣାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.