ତ୍ରିବର୍ଷିୟ ସମନ୍ବିତ ବିଇଡି/ଏମଇଡି ଛାତ୍ର ଛାତ୍ରୀଙ୍କ ଅସନ୍ତୋଷ ସହ ଦାବିପତ୍ର ପ୍ରଦାନ

ବଲାଙ୍ଗିର,୨୬/୧୧ : ସ୍ଥାନୀୟ ରାଜେନ୍ଦ୍ର (ସ୍ବୟଂଶାସିତ) ମହାବିଦ୍ୟାଳୟର ବିଇଡି / ଏମ୍ଇଡି ର ସମସ୍ତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଗତ କିଛି ଦିନ ତଳେ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ୫ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଆଜି ସମାନ ଭାବରେ ମହାବିଦ୍ୟାଳୟରେ ଧାରଣ ଦେବା ସହ କଲେଜ ଅଧ୍ୟକ୍ଷଙ୍କୁ ପୁଣିଥରେ ଦାବିପତ୍ର ଦେଇଛନ୍ତି ଛାତ୍ରଛାତ୍ରୀ । ଉକ୍ତ ଦାବୀପତ୍ରରେ ଉଲ୍ଲେଖ ଥିବା ୫ଦଫା ଦାବୀ ହେଲା

Omkar Vasthu
Omkar Vasthu

ସମସ୍ତ ରାଜ୍ୟ ଓ ଜାତୀୟ ସ୍ତରିୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେବା ନିମନ୍ତେ ଅନୁମତି ପ୍ରଦାନ କରାଯାଉ ।

Pearl dental clinic
Near Ashish Medical Store, Bhawanipatna

ସମସ୍ତ ଶିକ୍ଷକ ପଶିକ୍ଷଣ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ଓ ଆଧ୍ୟ୍ୟପକ ପଦବୀ ନିମନ୍ତେ ଅନୁମତି ପ୍ରଦାନ କରାଯାଉ ।

Udyog Nursery
Udyogi Nursery

ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ଓ ଅଧ୍ୟାପକ ପଦବୀରେ ନିଯୁକ୍ତି ନିମନ୍ତେ ଅନୁମତି ପ୍ରଦାନ କରାଯାଉ।

ଏବଂ ଏହି ସଂକ୍ରାନ୍ତୀୟ ସମସ୍ତ ସକାରାତ୍ମକ ନିଷ୍ପତ୍ତିକୁ ରାଜପତ୍ର (The Odidha Gazette) ରେ ସ୍ଥାନିତ କରାଯାଉ।

ଏହି ସବୁ ଦାବି ବାରମ୍ବାର ସରକାରଙ୍କ ପାଖରେ ନିବେଦନ ପରେନ ଶୁଣୁଥିବାରୁ ଆଗକୁ ପରୀକ୍ଷା ଥିବାରୁ ପଠପଢ଼ାରେ ବ୍ୟାଘାତ ହେଉଥିବା ଛାତ୍ର ଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି କରିଛନ୍ତି।

ବଲାଙ୍ଗିର ରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in

 


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.