ତମେ_ତମର
ସନ୍ତୁଳି ହେଉଥାଅ
ସ୍ୱପ୍ନ ଭଂଗ ର ଖରାରେ॥
ସମୟ ର ଦର୍ପଣରେଦେଖ:
ଝାପ଼ସା ଛବି କେତେ
ଜହ୍ନରାତିର॥
ମୁଁ_ସତରେ_ମୁଁ
ହଜି ହଜି ଯାଉଚି
ଖରାର
ପ୍ରଖର ଧାସରେ !!!
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା,ରାୟଗଡା
ମୋ : ୮୯୧୭୩୨୪୫୨୫
For latest news & updates, click on bell button and subscribe to notifications.
Like us on Facebook👇