Breaking: ଓଲଟିଲା ଫଲ ବୋଝେଇ ପିକ୍ଅପ୍ ଭ୍ୟାନ, ୨ ଆହତ

କଳାହାଣ୍ଡି/କୋକସରା, (ହିରନ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ୨୬ ନମ୍ବର ଜାତୀୟ ରାଜପଥ ଚିଲିଗୁଡା ମଝି ରାସ୍ତାରେ ଆଜି ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ଫଲ ବୋଝେଇ ପିକଅପ୍ ଭ୍ୟାନ। ଦୁର୍ଘଟଣାରେ ଡ଼୍ରାଇଭର ମଳୟ ନାଏକ ଓ ହେଲପର ଆହତ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କୋକସରା  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭବାନୀପାଟଣା ରୁ ନବରଙ୍ଗପୁର ଯାଉଥିବା ବେଳେ ପଛପଟ ଚକ ଫାଟିଯାଇଥିଲା ଫଳରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଜଣାପଡିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.