କର୍ଲାମୁଣ୍ଡା,୧୭/୬ : କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଟକାରୁମାଳ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ସଂପନ୍ନ ହୋଇଛି । ଆଜି ସକାଳୁ ମହାପ୍ରଭୁଙ୍କ ନିତି କାନ୍ତି ଆରମ୍ଭ ହୋଇ ସନ୍ଧ୍ୟାରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା ।