ଚନ୍ଦ୍ରପୁର ଗ୍ରୀଡ଼ ଛକ ଠାରେ ଗଞ୍ଜେଇ ଜବତ କଲା ଦେଓଗାଁ ପୋଲିସ

ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଳସାଏ): ଦେଓଗାଁ ଚନ୍ଦ୍ରପୁର ଗ୍ରୀଡ଼ ଛକ ନିକଟ ରେ ଦେଓଗାଁ ପୋଲିସ ବଡ଼ ଧରଣ ର ଚଢ଼ାଉକରୀ 28kg800 ଗ୍ରାମ ଗଂଜେଇ ଜବତ କରିଛି!ସୂଚନା ଯୋଗ୍ୟ ଆଜି ପ୍ରାୟ 10ଟା ସମୟ ରେ ଦେଓଗାଁ ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ଚନ୍ଦ୍ରପୁର ଗ୍ରୀଡ଼ ଛକ ଠାରେ ଏକ ଧଳା ସୁଇପଟଡିଜ଼ାର ଗାଡି ନଂ od-03-u-2825କୁ ଅଟକାଇ ଥିଲା। ଏହିଗାଡି ରେ ବିହାର ରାଜ୍ୟ ର ଚମ୍ପାରଣ ଜିଲ୍ଲା ର ରାନୀ ଦେବି ଓ ଲାଳବିହାରୀ ଚଉଧାରୀ କଣ୍ଟାମଲ ପଟରୁ ଗଂଜେଇ ଚାଲାଣ କରି ନେଉଥିବାର ଜଣାପଡିଥିଲା!ପରେ ଦେଓଗାଁ ପୋଲିସ ଗଂଜେଇ ସହିତ ସ୍ୱିପଟଡିଜାର ଗାଡି, ଗୋଟିଏ ମୋବାଇଲ ଫୋନ କୁ ଜବତ କରି କେଶ no -55- dt-17/2/2025u/s-20(b)(ii)(c)ndps act ରେ ମାମଲା ରୁଜୁ କରିଥିବା ର iic ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.