ମୁଖ୍ୟ ଶାସନ ସଚିବ ଓ 5T ସଚିବଙ୍କ ନୃସିଂହନାଥ ମନ୍ଦିର ପରିଦର୍ଶନ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିଦର୍ଶନ କରି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ୫’ଟି ସଚିବ ଭି.କେ. ପାଣ୍ଡିୟାନ। ଦୁଇ ସଚିବ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଏଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ନୃସିଂହନାଥ ଠାରେ ଏକ ବିଶାଳ ପିକନିକ୍ ସ୍ପଟ୍ ନିର୍ମାଣ, ଏକ ହଜାର ଲୋକ ରହିବା ପରି ଏକ ଧର୍ମଶାଳା ନିର୍ମାଣ, ଶିଶୁ ଉଦ୍ୟାନ ନିର୍ମାଣ, ରୋପ୍ ଓ୍ବେ ପାଇଁ ଚୁଡାନ୍ତ ପଦକ୍ଷେପ ଗ୍ରହଣ ସହ ପାଇକମାଲ – ନୃସିଂହନାଥ ରାସ୍ତାର ପ୍ରଶସ୍ତିକରଣ କରାଯିବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.