ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘ ପକ୍ଷରୁ ଉତ୍କଳ ଗୈାରବ ମଧୂସୁଦନ ଦାସ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ମଧୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ମଧୁବାବୁଙ୍କ ଜିବନୀ ବିଷୟରେ ଉପସ୍ଥିତ ଆଇନଜୀବି ମାନେ ନିଜ ନିଜ ର ମତ ରଖିଥିଲେ। ଏଥିରେ ଓକିଲ ସଂଘ ସଭାପତି ଜୟକୁମାର ସିଂହଦେଓ, ସମ୍ପାଦକ ଜତୀନ ସାହୁ, ଉପସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ, ସହ ସମ୍ପାଦକ ଆଶିଷ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଶୁଭେନ ପଟ୍ଟନାୟକ, କୋଷାଧ୍ୟକ୍ଷ ନରେଶ କୁମାର ସାହୁ, ବରିଷ୍ଠ ଆଇନଜୀବି ବିଶ୍ବମ୍ବର ମହାନ୍ତି, ପ୍ରକାଶ ପଣ୍ଡା, ସପନ୍ କୁମାର ପଟ୍ଟନାୟକ, ଅଶ୍ଵିନୀ ପଣ୍ଡା, ସନାତନ ପଣ୍ଡା, ସଞ୍ଜୟ ସାହୁ,ସତ୍ୟ ଜିତ ଚାଟାର୍ଜୀ, ଜିତେଶ ମହାପାତ୍ର,ବିଶ୍ବମ୍ବର ରଣା, ରାକେଶ କୁମାର ଶତପଥୀ, ବିଭୂତି ଭୂଷଣ ମହାକୁଡ଼,ବିଜୟ କୁମାର ମହାକୁଡ଼,ବାବୁ ମହାନ୍ତି, ଅଜିତ ବିଶ୍ଵାଳ, କମ୍ବୁପାଣି ସାହୁ, ବସନ୍ତ ସାହୁ, ପ୍ରମୁଖ ଯୋଗ ଦେଇ ଥିଲେ ।