ଡା. ଶିଖିଧ୍ଵଜ ପଟେଲଙ୍କୁ କରୋନା ଯୋଦ୍ଧା ସମ୍ମାନ

କଳାହାଣ୍ଡି,୧୭/୮: କର୍ଲାମୁଣ୍ଡା ବ୍କକ ରିଞ୍ଜା ପଞ୍ଚାୟତ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯକ୍ରମରେ ପଞ୍ଚାୟତ ପକ୍ଷରୁ ଡା. ଶିଖିଧ୍ଵଜ ପଟେଲଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନୀତ କରାଯାଇଛି । ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଥିବା ଡା. ପଟେଲଙ୍କୁ ସରପଞ୍ଚ ଭୋଜବନ୍ତୀ ସାହୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ ଦେଇଥିଲେ । ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଏହି ସମ୍ମାନ ତାଙ୍କର ମନୋବଳକୁ ଦ୍ଵିଗଣିତ କରିଛି ଓ ନିଜ ଦାୟିତ୍ଵକୁ ସଚେତନ କରିଛି ବୋଲି ଡାକ୍ତର ପଟେଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.