ସଇଁତଲା,୧୮/୨ : କିଛି ସମୟ ପୂର୍ବରୁ ବଡମାଲ ବର୍ଣ୍ଣି ଜଙ୍ଗଳରୁ ଏକ ଦୂଃଖଦ ଖବର ଆମର ହସ୍ତଗତ ହୋଇଛି । ଟିଟିଲାଗଡରୁ ତରଭା ଯାଉଥିବା ଏକ ବୋଲେରୋ ( OR 02 BY 1102 ) ବର୍ଣ୍ଣି ଜଙ୍ଗଳରେ ଭାରସାମ୍ୟ ହରାଇ ଦୂର୍ଘଟଣା ଗ୍ରସ୍ଥ ହୋଇଛି । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୁରୁତର ଆହତ ମାନଙ୍କୁ ସଇଁତଲା ଡାକ୍ତର ଖାନାକୁ ପଠାଯାଇଛି । ମୃତ ଡ୍ରାଇଭର ରବି ସ୍ବାଇଁ (୪୦) ଙ୍କ ଘର ଟିଟିଲାଗଡର ହାଟପଦା ପଡା ବୋଲି ଜଣାପଡିଛି ।