ରିଷିଡା ଶିଶୁ ମନ୍ଦିରର ବାର୍ଷିକ କ୍ରିଡା ଉତ୍ସବ

ଋଷିଡା ସରସ୍ବତୀ ଶିଶୁ ମନ୍ଦିର ର ପଞ୍ଚଦଶ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

କଳାହାଣ୍ଡି,୧୧/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲାର ଋଷିଡା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ର ପଞ୍ଚଦଶ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼, ପ୍ରଶାନ୍ତ କୁମାର ସାମଲ, ସମ୍ମାନିତ ଅତିଥି ଭାବରେ ଋଷିଡା ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀ ଗଦାଧର ପଧାନ, ସମ୍ପାଦକ କରୁଣାକର ରଣା, ପୂର୍ବତନ ସମ୍ପାଦକ ନେମିଚାନ୍ଦ ଜୈନ ଯୋଗଦେଇଥିଲେ। ପ୍ରଧାନଚାଯ୍ୟ ଶାନ୍ତନୁ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ କୁବେର ନାଗ ସଭା ସଂଯୋଜନା କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଏହି କ୍ରିଡା ଉତ୍ସବର ଖେଳ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Report by :

Udyog Nursery
Udyogi Nursery

Narottam Selma, special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.