ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସ୍ତରୀୟ କମିଟି ଗଠନ

ନୀଳମଣି ସାହୁ ସଭାପତି, ନବୀନ କିଶୋର ସାହୁ ସମ୍ପାଦକ

କଳାହାଣ୍ଡି/କେସିଙ୍ଗା,୨୮/୬: କର୍ଲ।ମୁଣ୍ଡା – ମ.ରାମପୁର ସୀମା ମସ୍କାଦାଣ୍ଡି ଶାନ୍ତି ବନ ଠାରେ ତୈଳିିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଗଠନ ହୋଇଯାଇଛି । ଏଥିରେ ଆଇନଜୀବୀ ହେମନ୍ତ ସାହୁ ଓ ସତ୍ୟ ନାରାୟଣ ସାହୁ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଗଠନ ପ୍ରକ୍ରିୟା କୁ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସର୍ବ ସମ୍ମତି କ୍ରମେ ସଭାପତି ଭାବେ ନୀଳମଣି ସାହୁ ଓ ସମ୍ପାଦକ ଭାବେ ନବୀନ କିଶୋର ସାହୁ ପୁନର୍ବାର ମନୋନୀତ ହୋଇଛନ୍ତି । ସେହିପରି ଭାବେ ଉପସଭାପତି ପ୍ରଫୁଲ୍ଲ ସାହୁ, ନନ୍ଦ କିଶୋର ସାହୁ, ଭରତ ସାହୁ, ସହ ସମ୍ପାଦକ ଭାବେ ଉଜ୍ଜଳ କୁମାର ସାହୁ ,ଖୁସିରାମ ସାହୁ, ଅକୁର ସାହୁ,କୋଷାଧ୍ୟକ୍ଷ ଶେଷଦେବ ସାହୁ, ପ୍ରବକ୍ତା ଭାବେ ପ୍ରଦୀପ କୁମାର ସାହୁ ଓ କୁଳମଣି ସାହୁ, ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ ଓ ଶିବ ସାହୁ, ସଂଗଠକ ଭାବେ ମୁରଲୀ ସାହୁ(ସପଲହର।) ଖୁସିରାମ ସାହୁ,ବକୁଞ୍ଜ ସାହୁ,ମୁରଲୀ ସାହୁ( ରୁପ୍ରା), ପାଣ୍ଠି ସମୀକ୍ଷକ ଭାବେ ଗରୁଡଧ୍ୱଜ ସାହୁ, କିସନଲାଲ ସାହୁ , ଶ୍ରୀମତ ସାହୁ, ଜଗବନ୍ଧୁ ସାହୁ, ମୂରଲୀ ଧର ସାହୁ, ସୁଷମା ସାହୁ, ନେହୁରୁ ସାହୁ , ସଂଯୋଜକ/ସଂଯୋଜିକା ଭାବେ ଟିକୁନୁ ସାହୁ,ହେମକିଶୋର ସାହୁ,ପଦ୍ମାବତୀ ସାହୁ, ଅନିତା ସାହୁ, ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଭାବେ ଠାକୁର ସାହୁ ଙ୍କ ସମେତ ଜାହ୍ନବୀ ସାହୁ,ଦୀନବନ୍ଧୁ ସାହୁ, ହୀରାମଣି ସାହୁ, ରତିକିଶୋର ସାହୁ ,ସୁକଦେବ ସାହୁ, ଯାଜ୍ଞସେନ ସାହୁ, ରାଜାପତି ସାହୁ, ଟୁପି ଲାଲ ସାହୁ, ଦୈତାରୀ ସାହୁ ପବିତ୍ର ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି ।

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ ସମାଜର ବିଶିଷ୍ଚ ବ୍ୟକ୍ତି ଜୟ ସାହୁ, କିର୍ତ୍ତନ ସାହୁ, କୃଷ୍ଣ ସାହୁଙ୍କ ସମେତ ଦୂର୍ଗାପ୍ରସାଦ ସାହୁ, ବଗାଡର ମଣ୍ଡଳ ସଭାପତି ଯୁବରାଜ ସାହୁ, କେସିଙ୍ଗା ବ୍ଲକ ଉପ ସଭାପତି ଶୁଳପାଣୀ ସାହୁ ପ୍ରମୂଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥପାଠ ଉତ୍ସବ କରାଯିବ ବୋଳି ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ବ୍ଲକ ସଭାପତି ଲକ୍ଷ୍ମୀ ପ୍ରସାଦ ସାହୁ, ମ.ରାମପୁର ସଭାପତି ରୋମାଞ୍ଚଳ ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ ନର୍ଲା ବ୍ଲକ ସଭାପତି ରବୀନ୍ଦ୍ର ସାହୁ ଓ ଜିଲ୍ଲା କମିଟିର ପୂର୍ବତନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

କଳାହାଣ୍ଡିରୁ ନରୋତ୍ତମ ସେଲମା ଓ କେସିଙ୍ଗାରୁ ଗଜିନ୍ଦ୍ର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.