ନୂଆପଡା ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ତରଫରୁ ନୂଆପଡା ଜିଲ୍ଲାକୁ ଶ୍ରେଷ୍ଠ ପରିଦର୍ଶିତା ପାଇଁ ଭୂମି ସମ୍ମାନ -୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି | ନୂଆପଡା ଜିଲ୍ଲପାଳ ହେମକାନ୍ତ ରାୟ, ଖରିଆର ତହସିଲଦାର ମଧୁସ୍ମିତା ପାତ୍ର, ନୂଆପଡା ଅତିରିକ୍ତ ତହସିଲଦାର କୈଳାଶ ଦାଶ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଠାରୁ ଏହି ପୁରସ୍କାର ଗତକାଲି ଗ୍ରହଣ କରିଛନ୍ତି | ତେବେ ଏ ନେଇ ନୂଆପଡା ଜିଲ୍ଲପାଳ ଓ ତହସିଲ ବିଭାଗକୁ ଜିଲ୍ଲାର କୋଣ ଅନୁକୋ ରୁ ଏବଂ ବିଭିନ୍ନ ସାମାଜିକ ସଂଗଠନ, ସମାଜସେବୀ, ସାଧାରଣ ଜନତା ଭୂୟଶୀ ପ୍ରସଂଶା କରୁଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.