ଧାମନପୁରଠାରେ ମହାଭାରତ ମହାପାରାୟଣ ଯଜ୍ଞ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁରଠାରେ ଏକ ମାସ ଧରି ଚାଲିବାକୁ ଥିବା ମହାଭାରତ ମହାପାରାୟଣ ଯଜ୍ଞ ଆଜି ଆରମ୍ଭ ଆରମ୍ଭ ହୋଇଯାଇଛି । ଏଥିପାଇଁ ଗତକାଲି କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ଶ୍ୟାମଘନ ସାହୁଙ୍କ ଅଭିଳାଷ ପୁରଣାର୍ଥେ ଏହି ମହାଭାରତ ମହାପାରାୟଣ ଯଜ୍ଞ ଧୃବ ଚରଣ ସାହୁ, ପ୍ରହ୍ଲାଦ ସାହୁ ଓ ଜନ୍ମେଜୟ ସାହୁଙ୍କ ନେତୃତ୍ବରେ ତଥା ଧାମନପୁର ଗ୍ରାମବାସୀଙ୍କ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ୟାସାସନେ ଅଜିତ କୁମାର ପଣ୍ଡା, ବ୍ରାହ୍ମାସନେ ଗଣେଷ ମୁଣ୍ଡ ଓ ଆଚାର୍ଯ୍ୟାସନେ ସନ୍ତୋଷ କୁମାର ମିଶ୍ର ଦାୟୀତ୍ବ ତୁଲାଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.