ବିଜୁ ଜନତା ଦଳର କର୍ମୀ ସମ୍ମଳନୀ

ଲାଞିଗଡ,୩୧/୧୨:

Omkar Vasthu
Omkar Vasthu

ଲାଞିଗଡ ବ୍ଳକ ର ଜିଲ୍ଲାପଷରିଦ ୨ନମ୍ବର ଯୋନ ଲାଖବାହାଲୀ ପଞ୍ଚାୟତ ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମଳନୀ ଅନୁଷ୍ଠିତ ହେଇଯାଇଛି। ଏଥିରେ ମୂଖ୍ୟଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଲାଞିଗଡ ନିର୍ବାଚନ ମଣ୍ଡ଼ଳୀର ବିଧାୟକ ବଳଭଦ୍ର ମାଝୀ , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ, ପୂର୍ବତନ ଜିଲ୍ଲା ପରଷଦ ଅଧ୍ୟକ୍ଷା କଳାହାଣ୍ଡି  ଶ୍ରୀମତୀ ମାଝୀ, ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଖୀରାବ୍ଧି ସାହୁ, ଲାଞିଗଡ ପଞ୍ଚାୟତ ସମିତିର ପୁର୍ବତନ ଚେୟାରମ୍ୟାନ ମନୋହର ପାଲ, ଲାଞିଗଡ ରୋଡ଼ ପଞ୍ଚାୟତ ସରପଞ୍ଚ ଟଙ୍କଧର ମାଝୀ,ବିଜେପୁର ସରପଞ୍ଚ ପୂର୍ଣ୍ଣ ମାଝୀ, ଲାଞିଗଡ ଆଞ୍ଚଳିକ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେସନିଆ, ଲାଞିଗଡ ମହିଳା ବିଜୁ ଜନତା ଦଳ ମହିଳା ବ୍ଳକ ନାରୀନେତ୍ରୀ ସରସ୍ବତୀ ମୁଣ୍ଡା, ଲାଖବାହାଲୀ ସରପଞ୍ଚ ରାମତୁ ମାଝୀ, ବେନଗା ସରପଞ୍ଚ ସୁକାନ୍ତୀ ମାଝୀ, ଲାଞିଗଡ ବ୍ଳକ ସଭାପତି ବିଜୟ ନାଏକ,ଲାଞିଗଡ ନିର୍ବାଚନ ମଣ୍ଡଳୀ ର ଅଭଜରବର ଜଗତକେଶରୀ ସିଂଦେଓ ପ୍ରମୁଖ ଯୋଗଦେଇଥିବାବେଳେ, ମଞପରିଚାଳନା କରିଥିଲେ  ଗୋପାଳଦାସ ମହାନନ୍ଦ। ଏହି କାର୍ଯ୍ୟକ୍ରମ ରେ ପାଷ୍ଟିକୁଡିର ଗୋଲଡେନ ବଜାଶାଲ  କଳକାର, ମାଳିଯୁବାଙ୍ଗ ଓ ମା ହିରାନୀଲା ମେଲୋଡି ଗୃପ ର ସାସ୍କୃତିକ କାର୍ଯ୍ୟକ୍ରମରେ ଝୁମିଉଠିଥିଲେ ଦର୍ଶକ। ଉକ୍ତ କାର୍ଯ୍ୟକ୍ରମକୁ ବିଜୟ ନାଏକ ,ଖସୁ ହରିଜନ, ପରୀଖିତ ନାଏକ ପ୍ରତ୍ୟକ ପଞ୍ଚାୟତର ସଭାପତି ଓ ସମ୍ପାଦକ ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Report by Gopaldas Mahanand, Special Correspondent odiabarta

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.