୮ ଛାତ୍ରଛାତ୍ରୀଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର

କଳାହାଣ୍ଡି: କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ ଅବସରରେ ବିଭିନ୍ନ ବିଭାଗରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ପୁରସ୍କୃତ କରାଯାଇଥିଲା । ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାରରେ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭବାନୀପାଟଣାର ଛାତ୍ର ଜ୍ୟୋତିରାଜ ପ୍ରଧାନ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୁନାଗଡ଼ର ଛାତ୍ରୀ ଦେବକି ଗୋଏଲ, ସିବିଏସଇ ପାଠ୍ୟକ୍ରମରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲ୍ ଲାଞ୍ଜିଗଡ଼ର ଛାତ୍ର ଆଶିଷ କୁମାର ସାହୁ ଓ ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ନିଭିଆ ନାୟର୍, ଆଇସିଏସଇ ପାଠ୍ୟକ୍ରମରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିମଳା କନଭେଣ୍ଟ ସ୍କୁଲର ଛାତ୍ର ଆୟୁଷ କୁମାର ଅଗ୍ରୱାଲ ଓ ଛାତ୍ରୀ ଐଶ୍ୱର୍ଯ୍ୟା ପଟ୍ଟନାୟକ, ଏସଏସଡି ସ୍କୁଲ୍ ଟପର୍ ସରକାରୀ ଏସଏସଡି ହାଇସ୍କୁଲ ଲାଞ୍ଜିଗଡ଼ର ଛାତ୍ର ଟଙ୍କଧର ହରିଜନ, ଏସଏସଡି ହାଇସ୍କୁଲ ଦୁଲକିବନ୍ଧର ଛାତ୍ରୀ ଡାଳିମ୍ବ ପୂଝାରୀ ପ୍ରମୁଖଙ୍କୁ ବେଦାନ୍ତ ପକ୍ଷରୁ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Subscribe us on Youtube👇

http://tiny.cc/odiabarta

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.